ଶବ୍ଦାର୍ଥ:
ଖଣ୍ଡଧାରା — ଉଚ୍ଚାରଣ: Khaṇḍadhārā
ସଂ. ବି. ସ୍ତ୍ରୀ (ବହୁବ୍ରୀହି; ଖଣ୍ଡ+ଧାରା) —
କତୁରୀ; କଇଁଚି — Scissors; shears.