Jump to content

ଖଣ୍ଡନୀଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡନୀୟ
ଉଚ୍ଚାରଣ: Khaṇḍanīya

ସଂ. ବିଣ (ଖଣ୍ଡ ଧାତୁ+କର୍ମ. ଅନୀୟ) —

୧: ଖଣ୍ଡିତ ହେବା ଯୋଗ୍ୟ —୧. To be broken or set aside.

୨: ମସ୍କା; ଭଙ୍ଗୁର — ୨. Fragile; brittle; breakable.