ଖଣ୍ଡପଡ଼ା
ଦେଖଣା
ଖଣ୍ଡପଡ଼ା —
ଉଚ୍ଚାରଣ: Khaṇḍapaṟḍ̠ā
ଦେ. ବି. (ନାମ) —
ଓଡ଼ିଶାର ଗଡ଼ଜାତ ରାଜ୍ୟବିଶେଷ — One of the Gurjat states of Orissa.
[ଦ୍ର—ଖଣ୍ଡପଡାର ରାଜାମାନେ ବଘେଲ କ୍ଷତ୍ରିୟ; ଏମାନଙ୍କର ସନ୍ତକ ବ୍ୟାଘ୍ରମସ୍ତକ]