Jump to content

ଖଣ୍ଡପରଶୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡପରଶୁ
ଉଚ୍ଚାରଣ: Khaṇḍaparaṡu

ସଂ. ବି. (ବହୁବ୍ରୀହି; ଖଣ୍ଡ+ପରଶୁ) —

ଯେ ଶତ୍ରୁମାନଙ୍କୁ ପରଶୁଦ୍ବାରା ଖଣ୍ଡ ଖଣ୍ଡ କରିଥିଲେ —

୧: ପରଶୁରାମ; ଜାମଦଗ୍ମ୍ୟ —୧. Paraṡurāma.

୨: ଶିବ; ମହାଦେବ —୨. God Ṡiba.

ଖଣ୍ଡପରଶୁମୋହନା ଖଣ୍ଡପରଷା ବଚନକୁ କତ୍ବ କବିସୂର୍ଯ୍ୟ. ଢୁମ୍ପା ଗୀତ

୩: ଚୂର୍ଣ୍ଣ ଲେପନକାରୀ ବ୍ୟକ୍ତି — ୩. One who anoints or spreads unguents and fragrant powders.

୪: ରାହୁ —୪. The Ascending Node.

୫: ଭଗ୍ନଦନ୍ତ ହସ୍ତୀ —୫. An elephant whose tusk has been broken.

୬: ବିଷ୍ଣୁ —୬. Bishṇu. (M.W.)