Jump to content

ଖଣ୍ଡପରଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡପରଷା
ଉଚ୍ଚାରଣ: Khaṇḍa parashā

ଦେ. ବିଣ. (ସଂ. ଖଣ୍ଡ+ପରିବେଷଣ) —

୧: ମିଷ୍ଟାନ୍ନ ପରିବେଷଣ କରୁଥିବା — ୧. Serving sweetmeats.

୨: (ଲକ୍ଷଣାର୍ଥ) ଅତି ମଧୁର — ୨. (figurative) Very sweet.

ଖଣ୍ଡପରଶୁମୋହନା ଖଣ୍ଡଫରଷା ବଚନକୁ କହ— କବିସୂର୍ଯ୍ୟ— ଢୁମ୍ପାଗୀତ

ଦେ. ବି —

ଖଣ୍ଡ ପରିବେଷଣ କରିବା — The serving of sweetmeats.