Jump to content

ଖଣ୍ଡପ଼ଞ୍ଜର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡପ଼ଞ୍ଜର
ଉଚ୍ଚାରଣ: Khaṇḍapan̄jara

ଦେ. ବିଣ. —

ଯେଉଁ ବଳଦର ଦୁଇ ପାଖର ପଞ୍ଜରା ସମାନ ନ ଥାଏ —(a bullock) Having unequal sides or ribs.