Jump to content

ଖଣ୍ଡପ୍ରତିମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡପ୍ରତିମା
ଉଚ୍ଚାରଣ: Khaṇḍapratimā

ଦେ. ବି —

ଛାଞ୍ଚରେ ଢଳା ହୋଇ ତିଆରି ହୋଇଥିବା ଖଣ୍ଡ ବା ଚିନିର କୁଣ୍ଡେଇ — Dolls moulded out of boiled sugar.

[ଦ୍ର—ଖଣ୍ଡକୁ ନିଆଁ ଉପରେ ବସାଇ ପାଗ କରି ଛାଞ୍ଚରେ ଢାଳି ହାତୀ, ଘୋଡ଼ା, ସିଂହ ଆଦି ଭିନ୍ନ ଭିନ୍ନ ମୂର୍ତ୍ତି ଗଢ଼ାଯାଏ]