Jump to content

ଖଣ୍ଡପ୍ରଳଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡପ୍ରଳୟ
ଉଚ୍ଚାରଣ: Khaṇḍapraḻaya

ସଂ. ବି (କର୍ମଧା; ଖଣ୍ଡ+ପ୍ରଳୟ) —

୧: କ୍ଷୁଦ୍ର ପ୍ରଳୟ; ଏକଦେଶବ୍ୟାପୀ ପ୍ରଳୟ — ୧. A partial destruction of the created universe; a cataclysm.

[ଦ୍ର—ବ୍ରହ୍ମା ସକାଳେ ସୃଷ୍ଟିକରି ସନ୍ଧ୍ୟାରେ ଯେଉଁ ପ୍ରଳୟ କରନ୍ତି ତାହାର ନାମ 'ଖଣ୍ଡପ୍ରଳୟ'; ଏହାକୁ ଦୈନନ୍ଦିନ ପ୍ରଳୟ ମଧ୍ୟ କୁହାଯାଏ ଏଥିରେ ସୃଷ୍ଟିର ପ୍ରାଣୀମାନେ ଲୟ ପ୍ରାପ୍ତ ହୁଅନ୍ତି; ସୂର୍ଯ୍ୟଙ୍କ ତେଜ ସହସ୍ର ଗୁଣ ବଢ଼ିଯାଏ ଓ ରୁଦ୍ର ସମସ୍ତ ପ୍ରାଣୀଙ୍କୁ ସଂହାର କରନ୍ତି]

୨: କଳହ —୨. A quarrel. (M.W.)