Jump to content

ଖଣ୍ଡଲବଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଲବଣ
ଉଚ୍ଚାରଣ: Khaṇḍalabaṇa

ସଂ. ବି —

୧: ଏକପ୍ରକାଏ ଲୁଣ; ଗୋଡ଼ାଲୁଣ; ବଡ଼ ବଡ଼ ଦାନାଦାର ଲୁଣ — ୧. Crystallised salt.

୨: କଳାଲୁଣ — ୨. Black salt.