ଖଣ୍ଡଶଃ
ଦେଖଣା
ଖଣ୍ଡଶଃ —
ଉଚ୍ଚାରଣ: Khaṇḍaṡaḥ
ସଂ. ଅ. (ଖଣ୍ଡ+ଶସ୍) —
୧: ଖଣ୍ଡ ଖଣ୍ଡ କରି — ୧. In pieces; piece by piece.
୨: ଟିକି ଟିକି କରି — ୨. By bits; into fragments.
୩: ଖଣ୍ଡିଏ ଖଣ୍ଡିଏ ହୋଇ (ପ୍ରକାଶିତ ପୁସ୍ତକାଦି) — ୩. By parts or volumes (published and composed books).