Jump to content

ଖଣ୍ଡଶାକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଶାକର
ଉଚ୍ଚାରଣ: Khaṇḍaṡākara

ଦେ. ବି. (ସଂ. ଖଣ୍ଡ+ଶର୍କରା) —

ଖଣ୍ଡଦ୍ବାରା ପ୍ରସ୍ତୁତ ମିଷ୍ଟାନ୍ନ— ବିଶେଷ —Confectionery; sweet- meat made of sugar.