Jump to content

ଖଣ୍ଡଶ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡଶ୍ବ
ଉଚ୍ଚାରଣ: Khaṇḍaṡwa

ସଂ. ବିଣ. (ଖଣ୍ଡ ଧାତୁ+କର୍ମ ଅଶ୍ବ) —

୧: ଖଣ୍ଡନୀୟ — ୧. Breakable.

୨: ମସକା; ଭଙ୍ଗୁର —୨. Fragile. (Apte).