ଖଣ୍ଡ଼ାଭ୍ର
ଦେଖଣା
ଖଣ୍ଡାଭ୍ର —
ଉଚ୍ଚାରଣ: Khaṇḍābhra
ସଂ. ବି. (କର୍ମଧା; ଖଣ୍ଡ+ଅଭ୍ର) —
୧: ଖଣ୍ଡ ଖଣ୍ଡ ମେଘ —୧. Broken clouds.
୨: ଛିନ୍ନାଭ୍ର; ଯେଉଁ ଖଣ୍ଡିକିଆ ମେଘ ବଡ଼ ମେଘ ଦେହରୁ ବିଚ୍ଛିନ୍ନ ହୋଇଥାଏ — ୨. A piece of cloud detached from the big mass.