Jump to content

ଖଣ୍ଡ଼ାମଗର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡାମଗର
ଉଚ୍ଚାରଣ: Khaṇḍāmagara

ଦେ. ବି —

ମୁହିଁ ଆଗରେ ଖଣ୍ଡା ବା କରତ ପରି ଦାଢୁଆ ଅଂଶ ବାହାରିଥିବା ମଗର ଜାତୀୟ ଜଳଜନ୍ତୁ ବା ମତ୍ସ୍ୟବିଶେଷ — Swordfish; sawfish; Pristis Pectinatus.

[ଦ୍ର—ଏମାନେ ସମୁଦ୍ରରେ ରହନ୍ତି; କେବେ କେବେ ବଢ଼ିନଈକୁ ସମୁଦ୍ରରୁ ଉଠି ଆସନ୍ତି]