ଖଣ୍ଡ଼ା ବୁଲାଇବା
ଦେଖଣା
ଖଣ୍ଡା ବୁଲାଇବା —
ଉଚ୍ଚାରଣ: Khaṇḍā bulāibā
খাঁড়াঘুরান
खाँड़ाघुमाना
ଦେ. କ୍ରି. —
କ୍ରୀଡ଼ା ବା ଆତ୍ମରକ୍ଷା ନିମନ୍ତେ ଖଣ୍ଡାକୁ ହାତରେ ଧରି ନିଜ ଶରୀରର ଚାରିପାଖରେ ଘୂରାଇବା —To brandish a sword round one's body in self-defence or sport.