ଖଣ୍ଡ଼ିଆଦନ୍ତା
ଦେଖଣା
ଖଣ୍ଡ଼ିଆଦନ୍ତା —
ଉଚ୍ଚାରଣ: Khaṇḍiādantā
(ଖଣ୍ଡ଼ିଆଦାନ୍ତୀ—ସ୍ତ୍ରୀ)
ଦେ. ବିଣ. ପୁଂ (ସଂ. ଖଣ୍ଡ଼ିତ ଦନ୍ତ) —
୧: ୟାହାର ଦନ୍ତପଂକ୍ତି ଅସଂଲଗ୍ନ —୧. One who has his teeth standing separate from each other.
୨: ରଙ୍ଗା ଦାନ୍ତବିଶିଷ୍ଟ —୨. Having broken teeth.
୩: ୟାହାର କେତୋଟି ଦାନ୍ତ ପଡ଼ି ଯାଇଅଛି — ୩. Having lost some teeth.
ଖଣ୍ଡ଼ିଆଦାନ୍ତୀ ମୂଗପଇତି, ଚାଉଳ ସେରକ ଉଆ—ଢଗ