ଖଣ୍ଡ଼ିଆଭୂତ
ଦେଖଣା
ଖଣ୍ଡ଼ିଆଭୂତ —
ଉଚ୍ଚାରଣ: Khaṇḍiābhūta
ঘূর্ণীতাস
बबणड़र, त्र्प्रक्रबाह
ଦେ. ବି —
ଚକ୍ରବାତ; ଘୂର୍ଣ୍ଣୀବାଯୁ — Whirlwind; tornado.
[ଦ୍ର—ଏ ପବନ ସୀମାବଦ୍ଧ ହୋଇ ବୃତ୍ତାକାରରେ ବୁଲି ବୁଲି କେନ୍ଦ୍ର ନିକଟରେ ଉପରକୁ ଉଠିଯାଏ ଏହା ଏକ ସ୍ଥାନରେ ନ ରହି ଗତି କରି ଚାଲିଥାଏ]