Jump to content

ଖଣ୍ଡ଼ିଆମୁଣ୍ଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଆମୁଣ୍ଡ଼ା
ଉଚ୍ଚାରଣ: Khaṇḍiāmuṇḍa

ଦେ. ବି —

ଗ୍ରାମର ଯେଉଁ ମୁଣ୍ଡ଼ରେ ସାଇର ଘରମାନଙ୍କର ଧାଡ଼ିମାନ ଶେଷ ହୋଇଥାଏ ଓ ଯେଉଁ ମୁଣ୍ଡ଼ରେ କୌଣସି ଗ୍ରାମଦେବତାଙ୍କ ମନ୍ଦିର ଆଦି ନ ଥାଏ —The end of a village containing no temple or Deity.

[ଦ୍ର—ସାଧାରଣତଃ ଓଡ଼ିଶାର ଗ୍ରାମମାନଙ୍କରେ ଓ ବିଶେଷତଃ ବ୍ରାହ୍ମଣ ଶାସନମାନଙ୍କର ଦାଣ୍ଡ଼ର ଦୁଇ ମୁଣ୍ଡ଼ରେ କୌଣସି ଦେବତାଙ୍କର (ଯଥା—ଶିବ, ବିଷ୍ଣୁ, ମହାମାୟା, ମଙ୍ଗଳା ଇତ୍ୟାଦିଙ୍କର) ମନ୍ଦିର ବା ଆସ୍ଥାନ ଥାଏ]