Jump to content

ଖଣ୍ଡ଼ିଆଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଆଳି
ଉଚ୍ଚାରଣ: Khaṇḍiāḻi

ଦେ. ବିଣ —

ବିରୋଧୀ (ନନ୍ଦ) — Opposing.

ପର୍ବତ ଚୂର ଗଲେ ତାହାଙ୍କ ଦେହେ ପଡ଼ି କାଳସର୍ପ ସଙ୍ଗେ ତୁମ୍ଭେ ନୁହ ଖଣ୍ଡ଼ିଆଳି—ସାରଳା, ମହାଭାରତ, ଆଦି