ଖଣ୍ଡ଼ିଉଡ଼ା
ଦେଖଣା
ଖଣ୍ଡ଼ିଉଡ଼ା —
ଉଚ୍ଚାରଣ: Khaṇḍiuṟḍ̠ā
ଦେ. ବି —
ପକ୍ଷିଶାବକ ବା କ୍ଷୁଦ୍ର ପକ୍ଷବିଶିଷ୍ଟ ପକ୍ଷୀମାନଙ୍କର ସାମାନ୍ୟଭାବରେ ଉଡ଼ିବା (ଅର୍ଥାତ ସଂପୂର୍ଣ୍ଣରୂପେ ଉଡ଼ି ପାରୁ ନ ଥିବା ଯୋଗୁଁ ଖଣ୍ଡ଼ଦୂର ବାଟ ଉଡ଼ି ବିଶ୍ରାମ ନେଇ ପୁଣି ଉଡ଼ିବା) — Incomplete flying of fledglings and small-winged birds.
କେତେବେଳେ ଡ଼େଣା ମେଲାଇ ଖଣ୍ଡ଼ିଭଡ଼ା ଦେଲା ପରି ଚାଲେ— ଫକୀରମୋହନ, ଛଅମାଣଆଠଗୁଣ୍ଡ଼