Jump to content

ଖଣ୍ଡ଼ିଏଦୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଏଦୂର
ଉଚ୍ଚାରଣ: Khaṇḍiedūra

ଦେ. ବି. ଓ ବିଣ —

ଖଣ୍ଡ଼େଦୁର (ଦେଖ) Khaṇḍedūra (See)

ଜଣାନ୍ତି ଶିରେ କର ଦେଇ ଖଣ୍ଡ଼ିଏଦୂରେ ଉଭା ହୋଇ—ଭୂପତି, ପ୍ରେମପଞ୍ଚାମୃତ