Jump to content

ଖଣ୍ଡ଼ିକାଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିକାଶ
ଉଚ୍ଚାରଣ: Khaṇḍikāṡa
খুকু; খুকুয়াকাশি; খুক্খূকানি खोखी

ଦେ. ବି —

ଧୀରେ ଧୀରେ ଉପର୍ୟ୍ଯୁପରି କାଶିବା; ସାମାନ୍ୟ କାଶ; ଖୁଁ ଖୁଁ କାଶ —Slight repeated coughing.