ଖଣ୍ଡ଼ିକୁହା
ଦେଖଣା
ଖଣ୍ଡ଼ିକୁହା —
ଉଚ୍ଚାରଣ: Khaṇḍikuhā
ଦେ. ବିଣ —
୧: ଯେ ଅନ୍ୟର ମର୍ମକୁ ବାଧିବା ଭଳି କଥା କହେ; ଯେ ଛିଗୁଲାଇ କରି ଅନ୍ୟକୁ କଥା କହେ — ୧. One who by his speech wounds the feelings of others.
୨: ଯେ ପରିସ୍ଫୁଟ କରି କଥା କହି ପାରେ ନାହିଁ; ଖନା — ୨. One who can talk clearly or fluently; lisping; stammering.
ଦେ. ବି —
୧: ଛିଗୁଲା କଥା; ମର୍ମନ୍ତୁଦ ବାକ୍ୟ — ୧. Speech or words wounding the feelings of others.
୨: ଅପରିସ୍ଫୁଟ ବା ଅସମ୍ପୂର୍ଣ୍ଣ ବାକ୍ୟ — ୨. Broken words; lisping words.
୩: ଖନା କଥା —୩. Stammering speech.