Jump to content

ଖଣ୍ଡ଼ିଗଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଗଣିଆଁ
ଉଚ୍ଚାରଣ: Khaṇḍigaṇiā

ଦେ. ବିଣ —

୧: କୁତ୍ସିତ ପ୍ରକାରେ ଖାଦ୍ୟଲୋଭୀ; କୃପଣ; ଯେ ଖାଦ୍ୟ ଦ୍ରବ୍ୟାଦି (ଯଥା—କଟାମାଛ; ପରିବା ଆଦି) ରାନ୍ଧୁଣିର ଜିମା ଦେବା ପୂର୍ବରୁ ଖଣ୍ଡ଼ଖଣ୍ଡ଼ କରି ଗଣେ —୧. Niggardly; meanly selfish in the matter of food.

ଖଣ୍ଡ଼ିଗଣିଆଁର ଦିଗୁଣ ସରେ—ଢଗ

୨: ଅବିଗୁଣିଆ —୨. Easily offended.