Jump to content

ଖଣ୍ଡ଼ିଗୁଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଗୁଣା
ଉଚ୍ଚାରଣ: Khaṇḍiguṇā

ଦେ. ବି. —

ସ୍ତ୍ରୀଲୋକମାନଙ୍କର ନାକପୁଡ଼ାରେ ପିନ୍ଧାଯିବା ଛୋଟ ଗୁଣା (ଏହାର ଦୁଇ ପାଖରେ ଦୁଇଟି ଶୃଙ୍ଗ ଥାଏ) — A small circular plated nose-ring with two tapering points worn by females.