ଖଣ୍ଡିତାଶଂସ
ଦେଖଣା
(ଖଣ୍ଡ଼ିତାଶଂସରୁ ଲେଉଟି ଆସିଛି)
ଖଣ୍ଡ଼ିତାଶଂସ —
ଉଚ୍ଚାରଣ: Khaṇḍitāṡaṁsa
(ଖଣ୍ଡ଼ିତାଶଂସା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; ଖଣ୍ଡ଼ିତ+ଆଶଂସା) —
ୟାହାର ଆଶା ତୁଟି ଯାଇଅଛି; ଯେ ଆଶା କରି ପରେ ନିରାଶ ହୋଇଅଛ — Having the hopes disappointed; frustrated (Wilson).