Jump to content

ଖଣ୍ଡ଼ିଲାଙ୍ଗୁଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼ିଲାଙ୍ଗୁଡ଼ା
ଉଚ୍ଚାରଣ: Khaṇḍilāṅguṟḍ̠ā
(ଖଣ୍ଡ଼ିଲାଙ୍ଗୁଡ଼ୀ—ସ୍ତ୍ରୀ)

ଦେ. ବିଣ. ପୁଂ —

ୟାହାର ଲାଙ୍ଗୁଡ଼ ଖଣ୍ଡ଼ିତ ବା କଟା ହୋଇଥାଏ; ଲାଙ୍ଗୁଡ଼ଖଣ୍ଡ଼ିଆ; ଯେଉଁ ଜନ୍ତୁର ଲାଙ୍ଗୁଡ଼ର ଅଗ କଟିଯାଇ ତହିଁରୁ ଖଣ୍ଡ଼େ ମାତ୍ର ଥାଏ —Having the tail lopped off.