Jump to content

ଖଣ୍ଡ଼େଦୂର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡ଼େଦୂର
ଉଚ୍ଚାରଣ: Khaṇḍedūra

ଦେ. ବି —

ଅଳ୍ପ ଦୂରତ୍ବ; ସାମାନ୍ୟ ଦୂରତ୍ବ — A small distance.

ଦେ. ବିଣ —

ଅଳ୍ପ ଦୂରବର୍ତ୍ତୀ; କିଛି ଦୂରରେ ସ୍ଥିତ — A little distant; sitauted at a small distance.

ଦେ. କ୍ରି. ବିଣ —

୧: ସାମାନ୍ୟ ଦୂରତ୍ବ ପର୍ଯ୍ୟନ୍ତ; କିଛିଦୂର — ୧. Up to a small distance.

ଖଣ୍ଡ଼େଦୂର ପାଇଁ ଦେଖିଲେ ଭୂପତି ଭୂତଳେ ଏକ ସୁନ୍ଦରୀ ରାଧାନାଥ, ଉର୍ବଶୀ

୨: ଅଂଶତଃ —୨. Partially; in part.

୩: ଅଳ୍ପ ଦୂରରେ — ୩. A little way off; at a short distance.