Jump to content

ଖଣ୍ଡାଖପର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡାଖପର
ଉଚ୍ଚାରଣ: Khaṇḍā khapara

ଦେ. ବି. (ସହଚର; ସଂ. ଖଡଗ+ଖର୍ପର) —

ଖଡ୍ଗ ଓ ମନୁଷ୍ୟମୁଣ୍ଡର ଖୋଳପା (ୟାହା କାଳୀ ଠାକୁରାଣୀ ଦୁଇହାତରେ ଧରି ଥାଆନ୍ତି) —Sword and human skull held by Goddess Kā&lline;ī