ଖଣ୍ଡାଗିଳା
ଦେଖଣା
ଖଣ୍ଡାଗିଳା —
ଉଚ୍ଚାରଣ: Khaṇḍāgiḻā
(ଖଣ୍ଡାଗିଳୀ—ସ୍ତ୍ରୀ)
ଦେ. ବିଣ. ପୁଂ. (ଗାଳି) —
(ଖଣ୍ଡାକୁ ମନୁଷ୍ୟ ଗିଳିଦେବା ଭଳି ଯେ ଅସମ୍ଭବ ମିଛ କଥା କହେ) ମିଛୁଆ; ମିଥ୍ୟାବାଦୀ; —(a term of abuse) A deliberate liar (male).
ଖଣ୍ଡାଗିଳା —
ଉଚ୍ଚାରଣ: Khaṇḍāgiḻā
(ଖଣ୍ଡାଗିଳୀ—ସ୍ତ୍ରୀ)
ଦେ. ବିଣ. ପୁଂ. (ଗାଳି) —
(ଖଣ୍ଡାକୁ ମନୁଷ୍ୟ ଗିଳିଦେବା ଭଳି ଯେ ଅସମ୍ଭବ ମିଛ କଥା କହେ) ମିଛୁଆ; ମିଥ୍ୟାବାଦୀ; —(a term of abuse) A deliberate liar (male).