Jump to content

ଖଣ୍ଡାଧରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡାଧରା
ଉଚ୍ଚାରଣ: Khaṇḍādharā

ଦେ. ବିଣ—(ସଂ. ଖଡ୍ଗଧାରୀ) —

ଖଣ୍ଡା ଧରି ଯୁଦ୍ଧ କରିବା (ଯୋଦ୍ଧା); ଖଡ୍ଗଧାରୀ — (warrior) Having a sword.

ଦେ. ବି —

ଖଡ୍ଗଧାରୀ ଯୋଦ୍ଧା —Swordsman.

ଖଣ୍ଡାଧାରୀମାନଙ୍କ ମୁଣ୍ଡ ଚଣ୍ଡା ଚଣ୍ଡା—କୃଷ୍ଣସିଂହ. ମହାଭାରତ. ବନ