Jump to content

ଖଣ୍ଡାଫଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଣ୍ଡାଫଳା
ଉଚ୍ଚାରଣ: Khaṇḍāphaḻā
খাঁড়ারফলা खँडाकाफल

ଦେ. ବି. (ସଂ. ଖଡ୍ଗ+ଫଳା) —

ଖଣ୍ଡ଼ାର ପାତ; ଖଡ଼୍ଗର ପତ୍ର — The blade of a sword.

ଦ୍ରୋଣ ଆମିଷକୁ ସଞ୍ଚାଣ ପରି ଝାମ୍ପି ରହିଲେ ଖଣ୍ଡ଼ାଫଳା ଧରି ହୋଇ କୋପୀ କୃଷ୍ଣସିଂହ, ମହାଭାରତ, ଦ୍ରୋଣ