ଖଣ୍ଡିତବିଗ୍ରହ
ଦେଖଣା
ଖଣ୍ଡ଼ିତବିଗ୍ରହ —
ଉଚ୍ଚାରଣ: Khaṇḍitabigraha
(ଖଣ୍ଡ଼ିତବିଗ୍ରହା—ସ୍ତ୍ରୀ)
ସଂ. ବିଣ. ପୁଂ.—(ବହୁବ୍ରୀହି; ଖଣ୍ଡ଼ିତ+ବିଗ୍ରହ) —
ୟାହାର ବିଗ୍ରହ ବା ଦେହର ଅଂଶ ଖଣ୍ଡ଼ିତ ହୋଇଅଛି; ବିକଳାଙ୍ଗ — Mutilated; maimed.
ସଂ. ବି. (କର୍ମଧା; ଖଣ୍ଡ଼ିତ+ବିଗ୍ରହ) —
ଯେଉଁ ଦେବପ୍ରତିମାର କୌଣସି ଅଙ୍ଗ କଟା ଯାଇ ଅଛି —A mutilated image.