ଖଣ୍ଡୀ
ଦେଖଣା
ଖଣ୍ଡୀ —
ଉଚ୍ଚାରଣ: Khaṇḍī
ସଂ. ବିଣ. ପୁଂ (ଖଣ୍ଡ ଧାତୁ+ଇନ; ୧: ମା. ୧: ବ.) —
୧: ବିଭକ୍ତ —୧. Divided.
୨: ବହୁଖଣ୍ଡବିଶିଷ୍ଟ; ଅଂଶବିଶିଷ୍ଟ — ୨. Consisting of many parts or pieces.
ଦେ. ବିଣ. ସ୍ତ୍ରୀ —
୧: ଯେଉଁ ସ୍ତ୍ରୀର ବା ସ୍ତ୍ରୀଜୀବର କୌଣସି ଗୋଟିଏ ଅଙ୍ଗ ନ ଥାଏ —୧. (a female) Having lost one of her limbs; maimed or crippled (female).
୨: ଖଣ୍ଡିଆର ସ୍ତ୍ରୀଲିଙ୍ଗ —୨. Feminine of Khaṇḍiā.
୩: ଯେଉଁ ସ୍ତ୍ରୀର ଆଙ୍ଗୁଠି ଛିଣ୍ଡ଼ି ଯାଇଥାଏ — ୩. (a woman) Having some of her fingers gone.