Jump to content

ଖଣ୍ଡଯୁଦ୍ଧ

ଉଇକିଅଭିଧାନ‌ରୁ
(ଖଣ୍ଡୟୁଦ୍ଧରୁ ଲେଉଟି ଆସିଛି)

ଶବ୍ଦାର୍ଥ:

ଖଣ୍ଡଯୁଦ୍ଧ
ଉଚ୍ଚାରଣ: Khaṇḍaj̄uddha

ଦେ. ବି —

ସାମାନ୍ୟ ଯୁଦ୍ଧ; ଅଳ୍ପ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ; ଯେଉଁ ଯୁଦ୍ଧ ଦୁଇ ବିପକ୍ଷ ଦଳର ପୂର୍ଣ୍ଣାଙ୍ଗ ସୈନ୍ୟଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଯୁଦ୍ଧଭୂମିରେ ବା ଏକସ୍ଥାନରେ ନ ହୋଇ ବିପକ୍ଷୀୟ ଦଳ ଦଳଙ୍କ ମଧ୍ୟରେ ଏଠାରେ ସେଠାରେ ଲାଗେ —Guerilla warfare.