ଖଣ୍ଡ ଅକ୍ଷର
ଦେଖଣା
ଖଣ୍ଡ ଅକ୍ଷର —
ଉଚ୍ଚାରଣ: Khaṇḍa akshara
ଦେ. ବି. (ସଂ. ଖଣ୍ଡିତ ଓ ଅକ୍ଷର) —
ଅକ୍ଷରର ମାତ୍ରା ବା ଫଳା; ଯେଉଁ ଅକ୍ଷର ପୂର୍ଣ୍ଣରୂପେ ବ୍ୟବହୃତ ନ— ହୋଇ ଖଣ୍ଡ ବା ଅଂଶ ମାତ୍ର ବ୍ୟବହୃତ ହୁଏ—
(ଯଥା—'ତ' ପରିବର୍ତ୍ତେ '/?/'; 'ର' ସ୍ଥାନରେ '<' ଇତ୍ୟାଦି) A part of a letter used for the whole in diphthongs and triphthongs.