Jump to content

ଖତକୁଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତକୁଡ଼
ଉଚ୍ଚାରଣ: Khatakuṟḍ̠a
আঁস্তাকূঢ় घुरा, कतबारखाना

ଦେ. ବି (ସଂ. ଖାଦ୍ୟ+କୁଳ)

୧: ପ୍ରତିଦିନ ଗୃହର ଅଳିଆ, ଗୋବର, ପାଉଁଶ ଆଦି ଖତରେ ପରିଣତ ହେବା ପାଇଁ ଜମା ହେବା ସ୍ଥାନ ବା ଗଦା —୧. A place where cowdung and refuse of the house are amassed for being putrefied to be used as manure; a manure-heap, dung-hill.

୨: ଅଳିଆଗଦା —୨. A heal of refuse or rubbish.