ଖତଗାଡ଼
ଦେଖଣା
ଖତଗାଡ଼ —
ଉଚ୍ଚାରଣ: Khatagāṟḍ̠a
ଗ୍ରା. ବି —
୧: ଖତକୁଡ଼ (ଦେଖ) — ୧. Khatakuṟḍ̠a (See)
୨: ଯେଉଁ ଗାତରେ ଖତ ହେବାପାଇ ଗୋମୟାଦି ଜମା କରାଯାଏ — ୨. A pit where cowdung etc is stored for manure.
ବାଟ ଦୁଇପା ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼— ଫକୀରମୋହନ, ଛମାଣଆଠଗୁଣ୍ଠ