ଖତମାଳ
ଦେଖଣା
ଖତମାଳ —
ଉଚ୍ଚାରଣ: Khatamāḻa
ସଂ. ବି (ଖ=ଆକାଶ+ତମାଳ; ତମାଳ ବୃକ୍ଷ ପରି ଆକାଶରେ ଦୃଷ୍ଟ କୃଷ୍ଣବର୍ଣ୍ଣ ବସ୍ତୁ) —
୧: ମେଘ —୧. Cloud.
ଖତମାନ ଯେସନ ଗ୍ରାମେ ତପନ—ନୀଳମଣି, ରକ୍ତିଧାରା
୨: ଧୂମ; ଧୂଆଁ —୨. Smoke.
ଖତମାଳ —
ଉଚ୍ଚାରଣ: Khatamāḻa
ସଂ. ବି (ଖ=ଆକାଶ+ତମାଳ; ତମାଳ ବୃକ୍ଷ ପରି ଆକାଶରେ ଦୃଷ୍ଟ କୃଷ୍ଣବର୍ଣ୍ଣ ବସ୍ତୁ) —
୧: ମେଘ —୧. Cloud.
ଖତମାନ ଯେସନ ଗ୍ରାମେ ତପନ—ନୀଳମଣି, ରକ୍ତିଧାରା
୨: ଧୂମ; ଧୂଆଁ —୨. Smoke.