ଖତମ୍ କରିବା
ଦେଖଣା
ଖତମ୍ କରିବା —
ଉଚ୍ଚାରଣ: Khatam karibā
খতমকরা
खतमकरना
ଦେ. କ୍ରି (ଆ. ଖତମ=ସମାପ୍ତ; ସମ୍ପୂର୍ଣ୍ଣ) —
୧: ଶେଷକରିବା; ସମାପନ କରିବା — ୧. To bring to an end; to conclude.
ଦାରୋଗା ମାମଲା ତଦାରକି ଖତମ କଲେ ଫକୀରମୋହନ, ଛମାଣଆଠଗୁଣ୍ଠ
୨: ବିନାଶକରିବା —୨. To destroy.
୩: ମାରିପକାଇବା —୩. To kill.