Jump to content

ଖତରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତରା
ଉଚ୍ଚାରଣ: Khatarā
খভুয়া; খতো

ଦେ. ବିଣ (ସଂ. କ୍ଷୟପ୍ରାପ୍ତ; ଖତରେ ପରିଣତ) —

୧: ପୋରିହା; ବହୁ ପୁରାତନ ହେବାରୁ ପଚି ନଷ୍ଟ ହୋଇ ଯାଇଥିବା; କ୍ଷୟପ୍ରାପ୍ତ (କାଠ ଇତ୍ୟାଦି) — ୧. Rotten or damaged (wood etc); decayed.

[ଦ୍ର—କାଠ, ପୋଥି ଆଦି ବହୁକାଳ ପଡ଼ିରହିଲେ ଖରା, ପାଣି ପବନ ବାଜି ସେମାନ ସାରଶୂନ୍ୟ ଓ ଭଙ୍ଗପ୍ରବଣ ହୋଇଯାଏ ଗୋବର, ଅଳିଆଆଦି ଖତ ହେଲେ ଯେଉଁପରି ଝୁରୁଝୁରିଆ ହୋଇଯାଏ କାଠ ଆଦି ସେହିପରି ହେଲେ ତାକୁ 'ଖତରା' ବୋଲାଯାଏ; ସେଥିରେ ହାତ ମାରିଦେଲେ ତାହା ଟିକିଟିକି ହୋଇ ଝଡ଼ିପଡ଼େ]

୨: ଖତମିଶା (ମାଟି) — ୨. (soil) Mixed with manure.

୩: ପୋକରା —୩. Worm-eaten (Grundy).

ପ୍ରାଦେ (ସମ୍ବଲପୁର) ବି —

୧: ଥଟ୍ଟା; ପରିହାସ —୧. Jest; joke.

୨: ଉପହାସ —୨. Sneer; gibe; jeer.