ଖତରା କରିବା
ଦେଖଣା
ଖତରା କରିବା —
ଉଚ୍ଚାରଣ: Khatarā karibā
ଦେ. କ୍ରି —
କୌଣସି ପଦାର୍ଥକୁ ବହୁକାଳ ଅୟତ୍ନ ସହକାରେ ରଖି ପୋରିହା କରିବା; ପଚାଇ ସଢ଼ାଇ ନଷ୍ଟ କରିବା — To cause a thing to be rotten or damaged for want of due care.
ପ୍ରାଦେ (ସମ୍ବଲପୁର) କ୍ରି —
୧: ଥଟ୍ଟା ପରିହାସ କରିବା — ୧. To jest; to joke.
୨: ଉପହାସ କରିବା — ୨. To jeer at; to sneer at.