Jump to content

ଖତାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତାଇବା
ଉଚ୍ଚାରଣ: Khatāibā
ভেঙান, ভেঙ্গান, ভেঙ্গচান मँहबनाना, फिचकाना, भगचाना

ଦେ. କ୍ରି —

ମୁଖ ଜିହ୍ବା ଓ ଦନ୍ତ ଆଦିର ବୁକୃତ ଭଙ୍ଗି କରି ଅନ୍ୟ ବ୍ୟକ୍ତିକୁ ପରିହାସ କରିବା; ଖତାଇହେବା — To make faces by distorting the mouth, tongue and teeth for testing another person; to grimace.

ରାବଣ ମୁଖରୁ ନନ୍ଦୀଏ ବଚନ ଶୁଣି ବୋଇଲେରେ ଆମ୍ଭଙ୍କୁ ଖତାର ବିଂଶପାଣି—ବିଶ୍ବନାଥ, ବିଚିତ୍ରରାମାୟଣ