Jump to content

ଖତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତି
ଉଚ୍ଚାରଣ: Khati
খতি खति

ଗ୍ରା. ବି —

୧: (ସଂ. କ୍ଷତି) କ୍ଷତି, ହାନି — ୧. Loss; damage.

୨: କ୍ଷେତ୍ରମଣି ନାମ୍ନୀ ସ୍ତ୍ରୀର ଡାକନାମ — ୨. A name for calling a woman Kshetramaṇi.