Jump to content

ଖତିମୁହାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତିମୁହାଁ
ଉଚ୍ଚାରଣ: Khatimuhāñ
(ଖତିମୁହୀଁ—ସ୍ତ୍ରୀ)

ଦେ. ବିଣ. ପୁଂ. —

ଯେଉଁ ବ୍ୟକ୍ତିର ମୁହଁ ସ୍ବତଃ ଖତେଇ ହେଲା ପରି ଦେଖାଯାଏ — (man) Having a naturally destorted face.