Jump to content

ଖତ୍ନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖତ୍ନା
ଉଚ୍ଚାରଣ: Khatnā
খতনা खतना

ବୈଦେ. ବି (ଆ) —

ସୁନ୍ନତ୍; ୟିହୁଦୀ ଓ ମୁସଲ୍ମାନ୍ ଧର୍ମର ସଂସ୍କାରବିଶେଷ — Circumcision amongst the Mahomedans and Jews.

[ଦ୍ର—ପୁରୁଷ ପିଲାର ଲୁଙ୍ଗର ଅଗକୁ ଘେରି ବାହାରି ପଡ଼ିଥିବା ପତଳା ଚମର ପରଦାକୁ ଚାରି ପାଖକୁ ବୁଲାଇ କାଟି ଦେଲେ ଗୁଆଟି ଆବରଣମୁକ୍ତ ହୁଏ ଏତଦ୍ଦ୍ବାରା ଚୁଚୁନ୍ଦୀ ଆଦି ରୋଗର ମଧ୍ୟ ଆଶଙ୍କା ନ ଥାଏ]