Jump to content

ଖଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦା
ଉଚ୍ଚାରଣ: Khadā
গাদ; খাদ गाद

ଦେ. ବି. (ସଂ. କ୍ଷୋଦ) —

୧: ସିଠା ବା ମଇଳା — ୧. Dregs.

୨: ମଣ୍ଡ —୨. Sediment.

খেদা खेदा

୩: (ସଂ. ଖେଟ) ହାତୀ ଧରିବା ନିମନ୍ତେ ବାଡ଼ାବନ୍ଦି ହୋଇ ଏକଆଡ଼ ମେଲାଥାଇ ଅନ୍ୟଆଡ଼ ସବୁ ବାଡ଼ ଦିଆ ଯାଇଥିବା ସ୍ଥାନ; ଖେଦା — ୩. Kheddah or enclosure for catching wild elephants.

୪: (ସଂ. କ୍ଷତି)— ଗୋରୁ ଆଦି ଖାଇବା ଓ ମାଡ଼ିବା ଦ୍ବାରା କ୍ଷେତରେ ଥିବା ଫସଲର କ୍ଷତି ବା ଲୋକସାନ — ୪. Damage done to crops by stray cattle.

୫: (ସଂ. କ୍ଷତି) ବିବହାଦି ବ୍ୟୟସାଧ୍ୟ କାର୍ଯ୍ୟ — ୫. Expensive family ceremonies.

୬: ଆଖୁ ପେଡ଼ାହେଲା ପରେ ରହିଯିବା ନୀରସ ଆଖୁ ଦଣ୍ଡା — ୬. Pressed sugarcane.