Jump to content

ଖଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦି
ଉଚ୍ଚାରଣ: Khadi

ଦେ. ବି. —

୧: ବାଉଁଶ ବା କାଠର ମୁଠାରେ ଲୁଗା ବନ୍ଧା ହୋଇ କରାଯିବା ଏକପ୍ରକାର ଚାମର — ୧. A kind of fan made of cloth.

ଖଦି ଚାମର ରାଜ ଉପଚାର, ଭଳି କେହି କେହି କରେ ପ୍ରଚାର ଭଞ୍ଜ. ଲାବଣ୍ୟବତୀ

[ଦ୍ର—ଏହା ରାଜା ଓ ଦେବତାଙ୍କ ଉପକରଣବିଶେଷ]

୨: ଛୋଟ ମୋଟା ଲୁଗା —୨. Small coarse cloth.

ପଲ୍ଲବ ଖଦି ଚଳିତ ଧୀର ଜାତ ଜାତ ଭଞ୍ଜ. କୋଟିବ୍ରହ୍ମାଣ୍ଡ଼ସୁନ୍ଦରୀ

୩: ହାତବୁଣା ସୂତାରେ ଦେଶୀ ତନ୍ତୀ ବୁଣିଥିବା ମୋଟା ଲୁଗା; ଖଦଡ଼ —୩. Coarse country-made cloth.

୪: ରାଜା ଓ ଦେବତାଆଦିଙ୍କ ଉପରେ ଚାମର ଓ ପଙ୍ଖା ପରି ସଞ୍ଚାଳିତ ହେବା ପାଟ ଲୁଗା — ୪. A silk cloth waved over a Deity or a king as a mark of respect.

ଖଦି ଚାମର ରାଜ ଉପଚାର, ଭଳି କେହି କେହି କରେ ପ୍ରଚାର ଭଞ୍ଜ. ଲାବଣ୍ୟବତୀ