Jump to content

ଖଦିର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦିର
ଉଚ୍ଚାରଣ: Khadira

ସଂ. ବି. (ଖଦ ଧାତୁ=ହିଂସା କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଇର) —

୧: ଖଇର (ଦେଖ) ୧. Khaira (See)

୨: ଇନ୍ଦ୍ର —୨. God Indra.

୩: ଚନ୍ଦ୍ର —୩. The moon.