Jump to content

ଖଦିରସାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଦିରସାର
ଉଚ୍ଚାରଣ: Khadirasāra

ସଂ. ବି. (୬: ଷ୍ଠୀ ତତ ଖଦିର+ସାର) —

ଖଇର ଗଛରୁ ଉତ୍ପନ୍ନ ଅଠା ବା ଖଇର —Catechu.